କରୋନା ବଢ଼ାଇବେ ଅମାନିଆ ଛାତ୍ରଛାତ୍ରୀ :ସାମାଜିକ ଦୂରତା ଶୂନ୍

ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା ଭୁବନେଶ୍ୱର: ରାଜଧାନୀର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ମାଡ଼ି ଚାଲିଛି କରୋନା। ପ୍ରଥମେ ଏକ୍ସଆଇଏମ୍‌ବିରୁ ୨୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍‌ କରିଥିଲା। ଏବେ ଡଜନେରୁ ଅଧିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇସାରିଲେଣି। ଅମାନିଆ ଛାତ୍ରଛାତ୍ରୀଙ୍କ ଲାଗି ଏହି ଧାରା ଜାରି ରହିଛି। ପ୍ରତିଦିନ ଏକାଧିକ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି। ‌ଯେଉଁଥିପାଇଁ ଇତିମଧ୍ୟରେ … Continue reading କରୋନା ବଢ଼ାଇବେ ଅମାନିଆ ଛାତ୍ରଛାତ୍ରୀ :ସାମାଜିକ ଦୂରତା ଶୂନ୍